Semana del libro importado hasta con 50% dcto  Ver más

menú

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Unnati Ki Rahe in Oriya (en Oriya)
Formato
Libro Físico
Idioma
Oriya
N° páginas
130
Encuadernación
Tapa Blanda
Dimensiones
21.6 x 14.0 x 0.9 cm
Peso
0.22 kg.
ISBN13
9789355992178

Unnati Ki Rahe in Oriya (en Oriya)

Swett Marden (Autor) · Diamond Pocket Books Pvt Ltd · Tapa Blanda

Unnati Ki Rahe in Oriya (en Oriya) - Marden, Swett

Libro Nuevo

$ 36.380

$ 72.760

Ahorras: $ 36.380

50% descuento
  • Estado: Nuevo
  • Quedan 87 unidades
Origen: Estados Unidos (Costos de importación incluídos en el precio)
Se enviará desde nuestra bodega entre el Jueves 11 de Julio y el Jueves 18 de Julio.
Lo recibirás en cualquier lugar de Chile entre 1 y 3 días hábiles luego del envío.

Reseña del libro "Unnati Ki Rahe in Oriya (en Oriya)"

ସଫଳ ବ୍ୟକ୍ତିମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ । ସଫଳତା ଛୋଟ ହେଉ କିମ୍ବା ବଡ଼, ଏହା ପଛରେ ଯୋଜନା ତଥା ତଦନୁସାରେ କାର୍ଯ୍ୟ କରିବାର ବିଶେଷ ମହତ୍ତ୍ଵ ରହିଥାଏ । ସଫଳ ବ୍ୟକ୍ତି ନିଜ ଦକ୍ଷତାର ସବୁବେଳେ ଭରପୁର ଉପଯୋଗ କରନ୍ତି । ଏହି ପୁସ୍ତକରେ ସଫଳତା ହାସଲର ଅନେକ ଉପାୟ କୁହାଯାଇଛି । ଏହି ପୁସ୍ତକ ଜୀବନକୁ ଔଜଲ୍ୟମୟ କରିବା ପାଇଁ ସବୁ ଦୃଷ୍ଟିରୁ ସଂଗ୍ରହଣୀୟ ଅଟେ ।ସ୍ଟେଟ୍ ମାର୍ଡେନ୍]ଙ୍କ ପୁସ୍ତକଗୁଡ଼ିକର ଅଧ୍ୟୟନରେ କୋଟି କୋଟି ଲୋକମାନେ ଆତ୍ମଶୁଦ୍ଧି, କାର୍ଯ୍ୟରେ ନିଷ୍ଠା ସମେତ ଜୀବନରେ ଉତ୍ସାହ ଓ ପ୍ରେରଣା ପ୍ରାପ୍ତ କରିଛନ୍ତି । ଆପଣ ମଧ୍ୟ ଏଗୁଡ଼ିକୁ ପଢ଼ନ୍ତୁ ଓ ନିଜ ମନୋରଥକୁ ହାସଲ କରିବାର ଆନନ୍ଦ ଉଠାନ୍ତୁ । ପ୍ରସ୍ତୁତ ପୁସ୍ତକ ପ୍ରତି ପାଦରେ ମାର୍ଗଦର୍ଶନ କରି ଆପଣଙ୍କ ଜୀବନ ବଦଳାଇପାରେ।ଡାଇମଣ୍ଡ ବୁକ୍ସରେ ସ୍ଟେଟ୍ ମାର୍ଡେନ୍]ଙ୍କ ପୁସ୍ତକ- ଆତ୍ମବିଶ୍ଵାସର ପୁଞ୍ଜି- ନିଜକୁ ଚିହ୍ନନ୍ତୁ- ଆଗକୁ ବଢ଼ନ୍ତୁ- ସଫଳତାର ସୋପାନ- ଚିନ୍ତା ଛାଡ଼ନ୍ତୁ ସୁଖରେ ବଞ୍ଚନ୍ତୁ ଓ ହସି-ହସି କେମିତି ବଞ୍ଚିବା- ଆପଣ କ'ଣ କରିପାରିବେନି- ସଫଳତାର ରହସ୍ୟ- ଜୀବନ ଓ ବ୍ୟବହାର- ବିକାଶର ପଥ- ଉନ୍ନତିର ମାର୍ଗ- ସୁଯୋଗ ଚାଲିଯାଏ

Opiniones del libro

Ver más opiniones de clientes
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Preguntas frecuentes sobre el libro

Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.

Preguntas y respuestas sobre el libro

¿Tienes una pregunta sobre el libro? Inicia sesión para poder agregar tu propia pregunta.

Opiniones sobre Buscalibre

Ver más opiniones de clientes